independenceday-2016

Press Information Bureau

Government of India

Ministry of Home Affairs

୨୦ ଜେଲ୍ ଅଧିକାରୀ ସଂସ୍କାରମୂଳକ ସେବା ପଦକ ପାଇଁ ମନୋନୀତ ଓଡ଼ିଶାର ଜଣେ ଅଧିକାରୀ ପାଇବେ

Posted On :14, August 2017 16:19 IST

2017 ସ୍ୱାଧୀନତା ଦିବସ ଅବସରରେ 20 ଜଣ ଜେଲ୍ ଅଧିକାରୀଙ୍କୁ ସଂସ୍କାରମୂଳକ ସେବା ପଦକ ପ୍ରଦାନ ସକାଶେ ରାଷ୍ଟ୍ରପତି ଅନୁମୋଦନ ଦେଇଛନ୍ତି । ଜଣେ ଅଧିକାରୀ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ସଂସ୍କାରମୂଳକ ପଦକ ପାଇଁ ମନେୀନୀତ ହୋଇଥିବା ବେଳେ 19 ଜଣ ସଂସ୍କାରମୂଳକ ସେବା ପଦକ ପାଇବେ ।

ଓଡ଼ିଶାର ଆଠଗଡ଼ ସବଜେଲର ୱାର୍ଡର ଇନ୍ଦ୍ରଜିତ ରାଉତ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସଂସ୍କାରମୂଳକ ସେବା ପଦକ ପାଇବାକୁ ମନୋନୀତ ହୋଇଛନ୍ତି ।